Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ବିଦେଶୀ ଝିଅମାନେ କାହିଁକି ଚାହାନ୍ତି ଭାରତୀୟ ପୁଅମାନଙ୍କୁ ବିବାହ କରିବା ପାଇଁ ?? କାରଣ ଜାଣିଲେ ମୁଣ୍ଡ ପିଟିବେ ଆପଣ

ବିଦେଶୀ ଝିଅମାନେ କାହିଁକି ଚାହାନ୍ତି ଭାରତୀୟ ପୁଅମାନଙ୍କୁ ବିବାହ କରିବା ପାଇଁ ?? କାରଣ ଜାଣିଲେ ମୁଣ୍ଡ ପିଟିବେ ଆପଣ

ବୁ ଦେଶର ନିଜ ନିଜ ର ସଂସ୍କୃତି ଅଛି । ଭାରତ ପରି ଭଲ ସଂସ୍କୃତି ବୋଧେ ଆଉ କୌଣସି ଦେଶରେ ନାହିଁ । ବାହର ଦେଶର ଝିଆ ପିଲାମାନେ ଏହା ଜାଣନ୍ତି କି ଭାରତ ଏକ ସାଂସ୍କୃତିକ ଦେଶ ଅଟେ, ଯେଉଁଠାରେ ସଂସ୍କାର ଏବଂ ମାନ ସମ୍ମାନ କୁ ବହୁତ ଭଲ ଦେଖା ଯାଏ । ସେଥିପାଇଁ ଏବେ ବେସି ବିଦେଶୀ ମହିଳା ଭାରତୀୟ ପୁଅମାନଙ୍କ ସହ ବାହାଘର କରିବା ପାଇଁ ଉଚିତ ମନେ କରୁଛନ୍ତି ।ଆଜିକାଲି ସମୟରେ ବିଦେଶରେ ମାନ ମର୍ଯ୍ୟାଦା ର କୌଣସି ସେମିତି ମହତ୍ଵ ନାହିଁ, ଏଥିପାଇଁ ବିଦେଶୀ ମହିଳା ବାହାହେବା ପୂର୍ବରୁ ସବୁ କାମ କରି ଦେଉଛନ୍ତି, ଯେଉଁ କାମକୁ ଭାରତୀୟ ସ୍ତ୍ରୀ ଲୋକମାନେ ବାହା ହେବାପରେ କରିବା ପାଇଁ ଠିକ ବୋଲି ଭାବନ୍ତି ।

ସେମାନେ ଭାବନ୍ତି କି ବାହାଘର ଏକ ବେକାର କାମ ଅଟେ, ସେଥିପାଇଁ ଯେଉଁ କାମ ବାହାଘର ପରେ ହୁଏ ସେମାନେ ସେ ସବୁ କାମ ବାହାଘରେ ଆଗରୁ କରିଦିଅନ୍ତି ।

ବହୁତ କମ ସଂଖ୍ୟା ର ବିଦେଶୀ ମହିଳା ମାନେ ବାହାଘରେ ବନ୍ଧନ ରେ ରହି ନିଜର ସାରା ଜୀବନ ପରିବାର ସହତ ଅତିବାହିତ କରି ପାରନ୍ତି, କିନ୍ତୁ ବିଦେଶୀ ମହିଳାଙ୍କୁ ବେଶି ବାହା ହୋଇ ସାରିଲା ପରେ ଧୋକା ମିଳିଥାଏ ।

ଯାହାଦ୍ୱାରା ସେମାନେ ଅଲଗା ହେବାର ସମୟ ବି ପଳେଇଆସେ । ଯେତେବେଳେ ବିଦେଶୀ ମହିଳା ମାନେ ଭାରତୀୟ ଯୁବକଙ୍କ ସହ ମିଶନ୍ତି ଏବଂ ତାଙ୍କର ସଂସ୍କୃତି ବିଷୟରେ ସେମାନେ ଜାଣନ୍ତି ସେମାନଙ୍କୁ ଭାରତୀୟ ଯୁବକ ଭଲ ଲାଗନ୍ତି ।

ବିଦେଶୀ ମହିଳା ମାନେ ଏହା ଭଲ ଭାବରେ ଜାଣନ୍ତି କି ଭାରତୀୟ ଯୁବକ ନିଜ ବାହାଘର ପରେ ସ୍ତ୍ରୀ କୁ ଧୋକା ଦିଅନ୍ତି ନାହିଁ ଏବଂ ଏହି କଥା ସେମାନଙ୍କୁ ଭଲ ଲାଗେ । ବାହା କରିବା ପରେ ତାଙ୍କୁ ଅନ୍ୟ ଜଣଙ୍କ ଘରେ ଆଉ ଏକ ପରିବାର ମିଳେ । ଯାହାଦ୍ୱାରା ସେମାନଙ୍କ ଜୀବନରେ ଖୁସିର ଲହରୀ ଖେଳି ଯାଏ । ସେଥିପାଇଁ ବିଦେଶୀ ଝିଅ ମାନେ ଭାରତୀୟ ଯୁବକ ମାନଙ୍କ ସହ ବାହା ହେବା ପାଇଁ ଚାହାନ୍ତି ।

utkalmailtv

Dailyhunt
Disclaimer: This content has not been generated, created or edited by Dailyhunt. Publisher: Utkal Mail TV