Dailyhunt
ବୃଷ ରାଶି (Taurus) ଅକ୍ଟୋବର ମାସରେ ହେବ ଏହି ବଡ ପରିବର୍ତ୍ତନ, ଅଚାନକ ହେବ ଧନବର୍ଷା

ବୃଷ ରାଶି (Taurus) ଅକ୍ଟୋବର ମାସରେ ହେବ ଏହି ବଡ ପରିବର୍ତ୍ତନ, ଅଚାନକ ହେବ ଧନବର୍ଷା

ଜି ଆମେ ଆପଣଙ୍କୁ ବୃଷ ରାଶିର ବ୍ୟକ୍ତି ମାନଙ୍କ ପାଇଁ ଅକ୍ଟୋବର ମାସ ୨୦୨୦ କେମିତି ରହିବ କହିବାକୁ ଯାଉଛୁ । ଅକ୍ଟୋବର ମାସରେ ସୂର୍ଯ୍ୟଦେବ କନ୍ୟା ରାଶିରେ ରହିବେ, ମଙ୍ଗଳ ମେଷ ରାଶିରେ, ବୁଧ ତୁଳା ରାଶିରେ, ଗୁରୁ ଧନୁ ରାଶିରେ, ଶୁକ୍ର ସିଂହ ରାଶିରେ, ରାହୁ ବୃଷ ରାଶିରେ, କେତୁ ବିଛା ରାଶିରେ, ଏବଂ ଶନିଦେବ ମକର ରାଶିରେ ରହିବେ ।

ତେବେ ଏହି ଗ୍ରହ ମାନଙ୍କ ସ୍ଥିତି ବୃଷ ରାଶିର ଜାତକ ମାନଙ୍କ ପାଇଁ କଣ ସବୁ ସ୍ଥିତି ଆଣିକି ଆସୁଛି ଚାଲନ୍ତୁ ଜାଣିବା ।

ଅକ୍ଟୋବର ମାସରେ ବହୁତ ପ୍ରକାରର ସୁଖ ଏବଂ ଦୁଃଖ ଆପଣଙ୍କ ରାଶିରେ ଦେଖିବାକୁ ମିଳିବ । ପ୍ରତିକ୍ଷଣି ଆପଣଙ୍କ ଜୀବନରେ କିଛି ନା କିଛି ପରିବର୍ତ୍ତନ ଆପଣ ଅନୁଭବ କରିବେ । ବ୍ୟାପାରରେ ବହୁତ ଉଚ୍ଚ ନିଚ୍ଚା ଅବସ୍ଥା ଦେଖିବାକୁ ମିଳିବ । ବହୁତ ଆର୍ଥିକ ଲାଭ ହୋଇପାରେ । ବ୍ୟପାରୀ ମାନଙ୍କ ପାଇଁ ଏହି ସମୟ ଉନ୍ନତି ଆଣିଆସିବ ।

କିନ୍ତୁ କ୍ରୋଧ ଆପଣଙ୍କ ପାଖରେ ଅଧିକ ଦେଖାଦେବ ଯେଉଁ କାରଣରୁ ଆପଣଙ୍କୁ ବ୍ୟାପାର ବାଣିଜ୍ୟ ରେ କ୍ଷତି ହୋଇପାରେ । ତେଣୁ ଅଧିକରୁ ଅଧିକ ସାବଧାନ ରୁହନ୍ତୁ । ସ୍ବାସ୍ଥ୍ୟ ସମସ୍ୟା ଦେଖାଯିବ । ପାରିବାରିକ ଜୀବନରେ ସୁଖ ଶାନ୍ତି ଉପଭୋଗ କରିବେ । କିନ୍ତୁ କିଛି ପରିସ୍ଥିତିରେ ମନ ମତାନ୍ତର ଦେଖାଯିବ । ସନ୍ତାନ ସୁଖ ର ଅଧିକାରୀ ହେବେ । ବୈବାହିକ ଜୀବନରେ ସମସ୍ୟା ଥିଲେ ଦୁର ହେବ । ବୈବାହିକ ଜୀବନରେ ଖୁସି ମିଳିବ ।

ଅନ୍ୟ ମାନଙ୍କ କଥାରେ ପଡି ନିଜର ବୈବାହିକ ଜୀବନ ରେ ସମସ୍ୟା ସୃଷ୍ଟି କରିପାରନ୍ତି । ଧନ ଲାଭ ହେବ । ବ୍ୟବସାୟରେ ଖୁବ ଶୀଘ୍ର ଉନ୍ନତି କରିବେ । ନିଜ ବାଣୀ ଉପରେ ଖୁବ ସତର୍କ ରୁହନ୍ତୁ ଆପଣଙ୍କ କଥା ପାଇଁ କ୍ଷତି ର ଶିକାର ହୋଇ ପାରନ୍ତି । ଚାକିରୀରେ ପ୍ରମୋସନ ମିଳିବ । ଚାକିରି ଖୋଜୁଥିଲେ ଭଲ ଚାକିରୀ ଟେ ପାଇବେ । ସାମାଜିକ କ୍ଷେତ୍ରରେ ମାନ ସମ୍ମାନ ବଢିବ । ଆପଣଙ୍କ କାମ ଦ୍ଵାରା ସମସ୍ତେ ଆପଣଙ୍କ ପ୍ରଶଂସା କରିବେ ।

କିଛି ବନ୍ଧୁ ମାନଙ୍କ ସହିତ ସମ୍ପର୍କ କଟିପାରେ । ପଇସା ଉଦ୍ଧାର ଦେଇଥିଲେ ଫେରି ପାଇବେ । ଅଟକି ଥିବା କାମ ପୁରଣ ହେବ । ଆପଣଙ୍କ ଆଗାମୀ ସମୟରେ ଧନ ପ୍ରାପ୍ତି ହେବ । ସଫଳତା ହାସଲ କରିବେ । ନିଜ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ । ନିଜ ସ୍ବାସ୍ଥ୍ୟ ପ୍ରତି ସାବଧାନ ରୁହନ୍ତୁ । ନିଜ କଥା ପ୍ରତି ସତର୍କତା ଅବଲମ୍ବନ କରନ୍ତୁ ।

ନହେଲେ ବହୁତ ବଡ଼ ସମସ୍ୟା କୁ ସାମ୍ନା କରିବାକୁ ପଡ଼ିପାରେ । କୋର୍ଟ କଚେରୀ କାମ ଠାରୁ ଦୂରେଇ ରୁହନ୍ତୁ । ପରିବାରରେ କୌଣସି ମାଙ୍ଗଳିକ କାର୍ଯ୍ୟ ହେବାର ସମ୍ଭାବନା ରହିଛି । ଖୁସି ଖବର ମିଳିପାରେ । ଘରର ମନ୍ଦିରରେ ସିନ୍ଦୂର ସ୍ଥାପନ କରନ୍ତୁ ଏବଂ ନିଜ ମଥାରେ କୁଙ୍କୁମ ଲଗାନ୍ତୁ । ନିଜ ଜିଭରେ କେଶରର ତିଳକ ଲାଗନ୍ତି ଏହା ଦ୍ଵାରା ଆପଣଙ୍କ ବାଣୀରେ ନିୟନ୍ତ୍ରଣ ଆସିବ ।

utkalmailtv

Dailyhunt
Disclaimer: This content has not been generated, created or edited by Dailyhunt. Publisher: Utkal Mail TV