Dailyhunt
ଏହି 3 ଟି ପ୍ରଶ୍ନ କହିଦେବ ଆପଣଙ୍କ ପାର୍ଟନର ଆପଣଙ୍କୁ ସତରେ ପ୍ରେମ କରୁଛନ୍ତି ନା ନାହିଁ- Krishna Vani

ଏହି 3 ଟି ପ୍ରଶ୍ନ କହିଦେବ ଆପଣଙ୍କ ପାର୍ଟନର ଆପଣଙ୍କୁ ସତରେ ପ୍ରେମ କରୁଛନ୍ତି ନା ନାହିଁ- Krishna Vani

ମେ ଯେତେବେଳ ପ୍ରେମ କରିଥାଊ ଆମେ ସବୁ ବେଳେ ଭାବିଥାଉ କି ସେ ସତରେ ମରେ ଭଲ ପାଉଛି ନା ମିଛରେ ମୋ ସାଙ୍ଗରେ ଖେଳୁଛି । କାରଣ ଆଜି କାଲି ସମୟରେ ବହୁତ ପିଲା ନାଟକ କରୁଛନ୍ତି ଓ କହିବେ ମୁଁ ତୁମକୁ ବହୁତ ଭଲ ପାଉଛି । କିନ୍ତୁ ସରଳ ଲୋକେ ତାଙ୍କର ମିଠା କଥାରେ ଭାସିଯାନ୍ତି ତାଙ୍କୁ ବୁଝି ପାରନ୍ତି ନାହିଁ । ଏହାପରେ ତାଙ୍କର ମିଛ ଜାଲରେ ଫସି ଯାନ୍ତି ।

ଆଜି ଆମେ ଜାଣିବା କି ଆମେ କିପରି ଜାଣିବା ସତରେ ସେ ଆପଣଙ୍କୁ ଭଲ ପାଉଛନ୍ତି । ଆପଣ ତାକୁ ୩ ଟି ପ୍ରଶ୍ନ ପଚାରିବେ ଏହାପରେ ଆପଣ ଜାଣିପାରିବେ ସତ କହୁଛି ନା ମିଛ ।

ପ୍ରଥମ ପ୍ରଶ୍ନ- ଆପଣ ମତେ କେଉଁଥି ପାଇଁ ଭଲ ପାଉଛନ୍ତି । ଯାହାକୁ ଆପଣ ଭଲ ପାଉଛନ୍ତି ସେ ବହୁତ ପ୍ରକାରର କଥା କହିବେ କି ଆପଣ ବହୁତ ସୁନ୍ଦର ସେଥିପାଇଁ ଓ ବହୁତ ଭଲ । ଆପଣଙ୍କୁ ଦେଖୁ ଦେଖୁ ମତେ ପ୍ରେମ ହୋଇଗଲା, ଆପଣ ହୃଦୟରୁ ବହୁତ ଭଲ ଅଟନ୍ତି ।

କିନ୍ତୁ ଆପଣ ଭାବନ୍ତୁ ପ୍ରେମ କାଲେ କେବେ ହେଲେ ଭଲ ମନ୍ଦ ସତ ମିଛ ଦେଖିକି କେହି କରିନଥାନ୍ତି । ଆପଣ ତାଙ୍କୁ ସେଥିପାଇଁ ପ୍ରେମ କଲେ ସେ ଆପଣଙ୍କୁ ବହୁତ ଭଲ ଲାଗିଲେ ଏହା କିଛି ଜଣା ଯିବ ନାହିଁ ।

ଏମିତି ଏକ ସମୟ ଆସିବ ଆପଣଙ୍କୁ ସେ ଭଲ ଦେଖିବାକୁ ହୋଇ ନଥିଲେ ବି ଆପଣଙ୍କୁ ସୁନ୍ଦର ଲାଗିବ । କିନ୍ତୁ ଯଦି ସେ ବହୁତ ଭଲ ପିଲା ହୋଇଥିବ ତେବେ ତାକୁ ଟିକେ ଫରକ ଆସିବ ସେହି ସମୟରେ ପ୍ରେମ କମିଗଲା ତେବେ ଏହାର ଠିକ ଉତ୍ତର ହେଉଛି ମୁଁ ଜାଣି ନାହିଁ ମୁଁ ତୁମକୁ କାହିଁକି ପ୍ରେମ କରୁଛି ବା କେଉଁଠି ପାଇଁ କରୁଛି । କିନ୍ତୁ ପ୍ରେମ ହୋଇଗଲା ଓ ତମ ପ୍ରତି ପ୍ରେମ ବଢିଲା ।

ଦ୍ଵିତୀୟ ପ୍ରଶ୍ନ

ଆପଣଙ୍କ ପାଖରେ ଯଦି ୨୪ ଘଣ୍ଟା ସମୟ ଥାଏ ତେବେ ତମେ ମୋ ସାଙ୍ଗରେ କଣ କରିବାକୁ ଚାହିଁବ । ଏହାର ସବୁଠୁ ବହ୍ଳା ଉତ୍ତର ହେଉଛି ମୁଁ ଆପଣଙ୍କୁ ବହୁତ ଭଲ ପାଇବି ଓ ମୁଁ ଆପଣଙ୍କ ସହିତ ଦେଖାକରି ତମ ସହ ସମୟ କାଟିବାକୁ ଚାହେଁ । ମୁଁ ଖାଲି ତମକୁ ଦେଖିବାକୁ ଚାହେଁ । ଏମିତି ବହୁତ ପ୍ରକାରର ଉତ୍ତର ଆସିପାରେ । ଏହି ଉତ୍ତର ପୁରା ଠିକ ଓ ସାରା କଥା ଜଣା ପଡୁଛି କି ସେ ଆପଣଙ୍କୁ ବହୁତ ଭଲ ପାଉଛନ୍ତି । ତମ କୋଳରେ ମୁଣ୍ଡ ରଖି ଶୋଇବାକୁ ଚାହେଁ ଓ ମରିଯିବାକୁ ଚାହେଁ । ଆପଣଙ୍କୁ ମାନେ ଥିବ ଶ୍ରୀକୃଷ୍ଣ ଓ ରାଧା ରାଣୀଙ୍କ କୋଳରେ ଶୋଇଥିଲେ ।

ତୃତୀୟ ପ୍ରଶ୍ନ

ଯଦି ତମ ଘର ଲୋକେ ତମର ଆଉ କାହା ସହିତ ବାହା ଘର କରନ୍ତି ତେବେ ତମେ କଣ କରିବ । ଏହାର ଉତ୍ତରରେ ଆସିବ ଯଦି ଘର ଲୋକେ ନମାନିବେ ତେବେ ମୁଁ କଣ କରିବି । ପରିବାର ଖୁସି ହିଁ ସବୁଠୁ ବଡ ଖୁସି ହେଉଛି ମୋର ପରିବାର । ଯଦି ମୋର ଆଉ କାହା ସହିତ ବାହାଘର ହୋଇଯାଏ । ଏହାପରେ ମଧ୍ୟ ମୁଁ ତୁମକୁ ଭଲ ପାଇବି । ଆପଣ ତାଙ୍କ କଥାକୁ ବୁଝିଯିବେ କି ସେ କଣ କହିବାକୁ ଚାହୁଞ୍ଚନ୍ତି । ତାଙ୍କର ଭାଙ୍ଗି ପଡିବା ଦେଖି ଆପଣ ଜମା ବ୍ୟସ୍ତ ହେବେ ନାହିଁ ।

ଏହାର ଠିକ ଉତ୍ତର ହେଉଛି କାହାର ଏତେ ସାହାସ ନାହିଁ ମୋର ବାହାଘର ଆଉ କାହା ସଙ୍ଗେ କରିଦେବା ପାଇଁ । ତମେ ମୋ ଭାଗ୍ୟରେ ନଥିବ ସେଇଟା ଅଲଗା କଥା ହୋଇପାରେ । କିନ୍ତୁ ମୁଁ ପୁରା ଚେଷ୍ଟା କରିବି ଓ ତମକୁ କେବେ ହରାଇବି ନାହିଁ । ଏଥିରୁ ଆପଣ ପୁରା ଜାଣିପାରିବେ ସେ ଆପଣଙ୍କୁ କେତେ ଭଲ ପାଉଛି ।

ଆଶା କରୁଛୁ କି ଆପଣଙ୍କୁ ଆମର ଏହି ଆର୍ଟିକିଲଟି ନିଶ୍ଚୟ ଭଲ ଲାଗିଥିବ । ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ ଓ ଏହାକୁ ନେଇ ଆପଣଙ୍କ ମତାମତ ଆମକୁ ଜଣାନ୍ତୁ । ଆମ ପେଜକୁ ଲାଇକ କରନ୍ତୁ, ଯାହା ଫଳରେ ଆଗକୁ ଆମେ ଏମିତି ନୂଆ ନୂଆ ଆର୍ଟିକିଲ ଆପଣଙ୍କ ପାଇଁ ନେଇ ଆସିବୁ, ଧନ୍ୟବାଦ ।

utkalmailtv

Dailyhunt
Disclaimer: This content has not been generated, created or edited by Dailyhunt. Publisher: Utkal Mail TV