Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଜାଣନ୍ତୁ ଗୋଲପର ଅନେକ ଚମତ୍କାରୀ ଫାଇଦା , ଜାଣି ହେବେ ଆଶ୍ଚର୍ଯ୍ୟ

ଜାଣନ୍ତୁ ଗୋଲପର ଅନେକ ଚମତ୍କାରୀ ଫାଇଦା , ଜାଣି ହେବେ ଆଶ୍ଚର୍ଯ୍ୟ

ଗୋଲାପ କେବଳ ସୁନ୍ଦର ଫୁଲ ନୁହଁ ବରଂ ଏଥିରେ ଭରି ରହିଛି ଅନେକ ଔଷଧିୟ ଗୁଣ। ଗୋଲାପର ବାସ୍ନା ଖାଲି ମଧୁର ତାହା ନୁହଁ ଏହାର ସେବନ ମଧ୍ୟ ଶରୀର ପାଇଁ ଲାଭଦାୟକ। ଏଥିରେ ଥିବା ଗୁଣ ଅନେକ ରୋଗକୁ ଦୂର କରିବାର କ୍ଷମତା ରଖିଥାଏ। ନିଦ ନଆସିବା ସହ ମାନସିକ ଥକାପଣ ଆଦିକୁ ଗୋଲାପ ଦୂର କରିଥାଏ।

-ଗୋଲାପ ଜଳ ଥକାପଣକୁ ଦୂର କରିବାରେ ସହାୟକ ହୋଇଥାଏ।

ଏଥିସହ ଆଖିରେ ଦୁଇ ବୁନ୍ଦା ଗୋଲାପ ଜଳ ପକାଇବା ଦ୍ବାରା ଆଖିର ଚମକ ବଢ଼ିବା ସହ ଥକା ମଧ୍ୟ ଦୂର ହୋଇଥାଏ।

-ଘଣ୍ଡିଆ ଖବରା ହୋଇଥିଲେ ଗୋଲାପ ଜଳ ଖୁବ ସହାୟକ ହୋଇଥାଏ। ଏହାର ରକ୍ତକୁ ଅଟକାଇଥାଏ। ତାହାକୁ ଶୁଖାଇବାରେ ସହାଯ୍ୟ କରିଥାଏ।

-ହ୍ରୁଦରୋଗ ଥିବା ବ୍ୟକ୍ତିଙ୍କ ପାଇଁ ଗୋଲାପ ଚା ଖୁବ ଲାଭକାରୀ ହୋଇଥାଏ। ଏହା ଶରୀରର ଅର୍ନ୍ତନିହିତ ରୋଗ ପାଇଁ ଖୁବ ଲାଭକାରୀ ହୋଇଥାଏ।

-ଦୈନିକ ରାତିରେ ଗୋଲାପ ଜଳ ମୁହଁରେ ଲଗାଇବା ଦ୍ବାରା ତ୍ବଚା ସୁନ୍ଦର ଏବଂ ଉଜ୍ବଳ ହୋଇଥାଏ।

-ମୁଣ୍ଡ ବିନ୍ଧା ଦୂର କରିବା ପାଇଁ ଗୋଟିଏ କପଡ଼ାକୁ ଗୋଲାପ ଜଳରେ ବିଜାଇ ମୁଣ୍ଡରେ ୪୦-୪୫ ମିନିଟ ପର‌୍ୟ୍ୟନ୍ତ ରଖନ୍ତୁ। ଦେଖିବେ ଆରାମ ମିଳିବ।

-ଗୋଲାପରୁ ପ୍ରସ୍ତୁତ ଗୁଲକନ୍ଦ ରସର ସେବନ ଶରୀରକୁ ଥଣ୍ଡା ରଖିଥାଏ। ଏଣୁ ଖରା ଦିନରେ ଏହାର ସେବନ ଅଧିକ କରାଯାଇଥାଏ।

utkalmailtv

Dailyhunt
Disclaimer: This content has not been generated, created or edited by Dailyhunt. Publisher: Utkal Mail TV