Dailyhunt
ଜାଣନ୍ତୁ S ନାମର ଲୋକମାନଙ୍କ ରହସ୍ୟମୟ କଥା, 99%ଲୋକ ଜାଣନ୍ତି ନାହିଁ !

ଜାଣନ୍ତୁ S ନାମର ଲୋକମାନଙ୍କ ରହସ୍ୟମୟ କଥା, 99%ଲୋକ ଜାଣନ୍ତି ନାହିଁ !

ନ୍ଧୁଗଣ ନାମର ପ୍ରଥମ ଅକ୍ଷର ରୁ ରାଶି ଜଣାପଡିଥାଏ ବୋଲି କୁହାଯାଏ ଏବଂ ସେହି ରାଶି ଅନୁସାରେ ବ୍ୟକ୍ତି ର ସ୍ୱଭାବ ଏବଂ ଭବିଷ୍ୟତ ବିଷୟରେ ଜଡିତ କିଛି ତଥ୍ୟ ମିଳିଥାଏ । ତେବେ ଆଜି ଆମେ ଜାଣିବାକୁ ଯାଉଛେ ଏସ ନାମରୁ ଆରମ୍ଭ ହୋଇଥିବା ଲୋକମାନଙ୍କ କିଛି ଖାସ ଗୁଣ,ତେବେ ଡେରି ନକରି ଚାଲନ୍ତୁ ଜାଣିବା ଏହି ବିଷୟରେ ପ୍ରଥମେ ଜାଣିବା ସ୍ୱଭାବ ।

ଏହି ଲୋକ ନିଜ ପାଖାପାଖି ହେଉଥିବା ସବୁ ଜିନିଷ ର ଖବର ରଖିଥାନ୍ତି। ଏମାନଙ୍କ ଜୀବନରେ କେତେଥର ଏମିତ ପରିସ୍ଥିତି ଆସିଥାଏ,ତେବେ ଏମାନେ କୌଣସି ବି ଠିକ ନିର୍ଣ୍ଣୟ ନେଇପାରନ୍ତି ନାହିଁ। ଏମିତି ରେ ଏମାନଙ୍କୁ ଖୁବ ସମସ୍ୟାର ସାମ୍ନା କରିବାକୁ ପଡିଥାଏ।

S ନାମରୁ ଆରମ୍ଭ ହୋଇଥିବା ଲୋକମାନେ ବହୁତ କଥା କହିଥାନ୍ତି,ନିଜ କଥାକୁ କେବେବି ସ୍ପଷ୍ଟ ଭାବରେ କହିପାରନ୍ତି ନାହିଁ ,ନିଜ ମନ ଭିତରେ କଣ ଚାଲିଛି ଏହା କେହି ବି ଜାଣିପାରନ୍ତି ନାହିଁ କେଉଁ ବି କାମ କୁ ନିଜର ଅଲଗା ଢ଼ଙ୍ଗରେ କରିବା ପସନ୍ଦ କରିଥାନ୍ତି,ନିଜ ବୁଦ୍ଧିମାନ ରୁ ନିଜର ସବୁ ସମସ୍ୟା କୁ ଦୂର କରିଦିଅନ୍ତି ବୋଲି କୁହାଯାଏ।ଏମାନଙ୍କ ମୁଣ୍ଡ ସହିତ ଆଖି ,କାନ ସବୁ ଚାଲିଥାଏ।

ତେବେ ଚାଲନ୍ତୁ ଏବେ ଜାଣିବା ତାଙ୍କ କ୍ୟାରିଅର ବିଷୟରେ । ରାଜଯୋଗ ର ଭଲ ସଂଯୋଗ ଥାଏ,ଏମାନେ ବହୁତ ସଚୋଟ ମଣିଷ ହୋଇଥାନ୍ତି କିନ୍ତୁ ଅନ୍ୟ ଦ୍ଵାରା କାମ କିପରି ଭାବେ କରାଯିବ ତାହା ଏମାନେ ଭଲ ଭାବରେ ଜାଣିଥାନ୍ତି । ନିଜ କ୍ୟାରିଅର କୁ ନେଇ ଚିନ୍ତିତ ରହିଥାନ୍ତି, କିନ୍ତୁ ଯେଉଁ କ୍ଷେତ୍ରରେ ବି ଯାଇଥାନ୍ତି ସଫଳତା ପ୍ରାପ୍ତ କରିଥାନ୍ତି ବୋଲି କୁହାଯାଇଥାଏ। କୌଣସି ବି ଭାବରେ ନିଜର କାମ ବାହାର କରିଦେଇଥାନ୍ତି।

ତେବେ ଏବେ ଜାଣିବା ଏମାନଙ୍କ ଲଭ ବିଷୟରେ ,ଏହି ମାମଲା ରେ ଏମାନେ ଟିକେ ସ୍ଵାର୍ଥୀ ହୋଇଥାନ୍ତି ,ଭଲ ପାଇବାକୁ ସବୁବେଳେ ନିଜ ପାଖରେ ରଖିବାକୁ ଚାହିଁଥାନ୍ତି । ନିଜ ଲଭ କୁ ନେଇ ଅଧିକ ଗର୍ବ ଜରିଥାନ୍ତି ଏବଂ ଏହା କହିଥାନ୍ତ କି ଏମାନଙ୍କ ଲଭ କୁ କେହି ନଦେଖୁ ,କିଛି କାରଣରୁ ଏମାନେ ଟିକେ ସନ୍ଦେହି ଲୋକ ହୋଇଯାନ୍ତି। କିନ୍ତୁ ଏହା ପଛରେ ଏମାନଙ୍କର ଏହା ଭାବନା ଥାଏ କି ଏମାନେ ନିଜର ପ୍ରେମ କୁ କାହା ସହିତ ସେୟାର କରିବାକୁ ଚାହାନ୍ତି ନାହିଁ, କିନ୍ତୁ ଏମାନଙ୍କର ଏହି ଅଭ୍ୟାସ ଅନ୍ୟ ମାନଙ୍କର ମୁଣ୍ଡ ବିନ୍ଧାର କାରଣ ହୋଇଯାଏ। ଚାଲନ୍ତୁ ଏବେ ଜାଣିବା ଏମାନଙ୍କ ଖାସ ଗୁଣ ବିଷୟରେ ।

ନୂଆ ସାଙ୍ଗ କେମିତ ବନାଯାଏ ଏହି କଳା ଏମାନଙ୍କ ପାଖରେ ଥାଏ ଆଉ ଏମାନଙ୍କ ଏହି ଗୁଣ ଯୋଗୁଁ ଏମାନଙ୍କ ଅଧିକା ସାଙ୍ଗ ଥାଆନ୍ତି ଏମାନେ ବେଶି ହସମୁଖ ଏବଂ ମଜାଦାର ହୋଇଥାନ୍ତି। ଏହି କାରଣରୁ ଏମାନେ ଭଲ ଫାଇଦା ବି ଉଠେଇଦିଅନ୍ତି ଏବଂ ଏମାନେ ଶୋ ଅଫ ବି କରିଥାନ୍ତି।ଏମାନେ ନିଜ ଜିନିଷ କାହା ସହ ସେୟାର କରିବା ପସନ୍ଦ କରନ୍ତି ନାହିଁ। ଏମାନେ ଟିକେ କଞ୍ଜୁସ ହୋଇଥାନ୍ତି । ଏମାନେ ମନରୁ ଖରାପ ହୋଇନଥାନ୍ତି ହେଲେ ଏମାନଙ୍କ ସ୍ଵଭାଵ ଏମାନଙ୍କୁ ଖରାପ ବନେଇଦିଏ ।

utkalmailtv

Dailyhunt
Disclaimer: This content has not been generated, created or edited by Dailyhunt. Publisher: Utkal Mail TV