Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
କାହିଁକି ଝିଅ ମାନଙ୍କୁ ଲାଲ ରଙ୍ଗର ଡ୍ରେସରେ ଦେଖି ପାଗଳ ହୁଅନ୍ତି ପୁଅ

କାହିଁକି ଝିଅ ମାନଙ୍କୁ ଲାଲ ରଙ୍ଗର ଡ୍ରେସରେ ଦେଖି ପାଗଳ ହୁଅନ୍ତି ପୁଅ

ସାଧାରଣତଃ ପୁଅ ଝିଅମାନେ ନିଜର ପାର୍ଟନରଙ୍କୁ ନିଜ ଭାବନାକୁ ପରିପ୍ରକାଶ କରିବା ପାଇଁ ଲାଲ ରଙ୍ଗର ଫୁଲର ବ୍ୟବହାର କରନ୍ତି। ଲାଲ ରଙ୍ଗକୁ ହୃଦୟରେ ଲୁଚି ରହିଥିବା ପ୍ରେମର ଗଭୀରତାକୁ ଜାଣିପାରିଥାଏ। କିଛି ଝିଅମାନେ ତ ଲାଲ ରଙ୍ଗର ଡ୍ରେସ ପିନ୍ଧିବାକୁ ବହୁତ ପସନ୍ଦ କରନ୍ତି। ତାହେଲେ ଆଜି ଆସନ୍ତୁ ଜାଣିବା କାହିଁକି ଲାଲ ରଙ୍ଗକୁ ଦେଖି ବଦଳିଯାଏ ପୁଅ ମାନଙ୍କ ମୁଡ୍‌।

ପ୍ରାୟତଃ ପୁଅମାନେ ଲାଲ ଡ୍ରେସ ପିନ୍ଧିଥିବା ଝିଅମାନଙ୍କ ପ୍ରତି ଅଧିକ ଆକର୍ଷିତ ହୋଇଥାନ୍ତି। ଯଦି କେହି ଝିଅ ଲାଲ ରଙ୍ଗର ପୋଷାକ ପରିଧାନ କରି ସେହି ବାଟ ଦେଇ ଚାଲିଯାଏ ତ ନଚାହୁଁଥିବା ଲୋକ ବି ଚାହିଁଥାନ୍ତି ଏବଂ ତାଙ୍କ ପାଖରୁ ନିଜ ଧ୍ୟାନକୁ ହଟାଇ ପାରିନଥାନ୍ତି।

ଏହି ରଙ୍ଗକୁ ଦେଖି ପୁଅମାନଙ୍କ ମନରେ ବି ବହୁତ ପରିବର୍ତ୍ତନ ଆସିଥାଏ। ଲାଲ ରଙ୍ଗ ଦେଖି ହର୍ମୋନରେ ପରିବର୍ତ୍ତନ ଆସିଥାଏ, ଯାହାଦ୍ୱାରା ପୁଅମାନଙ୍କର ମୁଡ ବଦଳିଯାଇଥାଏ ଏବଂ ରାଗ ବି ଶାନ୍ତ ପଡିଯାଇଥାଏ।

ଏହି ରଙ୍ଗକୁ ଦେଖି ଶରୀରରେ ପଜିଟିଭ୍‌ ଏନର୍ଜି ଆସିଥାଏ ଏବଂ ଏହାଦ୍ୱାରା ଶରୀରକୁ ଶକ୍ତି ମଧ୍ୟ ମିଳିଥାଏ। ଏହିଭଳି ରଙ୍ଗ କେବଳ ଝିଅମାନଙ୍କୁ ନୁହେଁ ବରଂ ସବୁ ଲୋକଙ୍କୁ ନିଜ ଆଡକୁ ଆକର୍ଷିତ କରିପାରେ।

utkalmailtv

Dailyhunt
Disclaimer: This content has not been generated, created or edited by Dailyhunt. Publisher: Utkal Mail TV