Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
କାନ୍ଦିବାର ଦିନ ହେଲା ଶେଷ, 33 ବର୍ଷ ପର୍ଯ୍ୟନ୍ତ ଏହି ରାଶି ଉପରେ ଧନବର୍ଷା କରିବେ ଶନି ଦେବ

କାନ୍ଦିବାର ଦିନ ହେଲା ଶେଷ, 33 ବର୍ଷ ପର୍ଯ୍ୟନ୍ତ ଏହି ରାଶି ଉପରେ ଧନବର୍ଷା କରିବେ ଶନି ଦେବ

ହିନ୍ଦୁ ଧର୍ମ ଅନୁସାରେ ଶନିଦେବ ସର୍ବୋଚ ନ୍ୟାୟ ଧୀଶ ଅଟନ୍ତି । କାରଣ ଶନିଦେବ ଅନୁଚିତ କାର୍ଯ୍ୟ କରିଥିବା ଲୋକଙ୍କୁ ନିଶ୍ଚିତ ଦଣ୍ଡ ଦିଅନ୍ତି । ଶନିଦେବ ସୂର୍ଯ୍ୟ ଦେବଙ୍କ ପୁତ୍ର ଅଟନ୍ତି ଓ କର୍ମ ଫଳର ଦାତା ଅଟନ୍ତି । ମୋକ୍ଷ ପ୍ରଦାନ କରିବା ବାଲା ଭଗବାନ କେବଳ ଏକ ମାତ୍ର ଶନିଦେବ ଅଟନ୍ତି । ଶନିଦେବଙ୍କ ନାମ ଶୁଣିଲେ ସମସ୍ତଙ୍କ ମନରେ ଭୟ ସଂଚାର ହୁଏ ।

କିନ୍ତୁ ପ୍ରକୃତରେ ଶନିଦେବ ପ୍ରକୃତିର ସନ୍ତୁଳନ ରକ୍ଷା କରନ୍ତି ।

ଶନିଦେବଙ୍କ କୃପା ଯାହା ଉପରେ ପଡେ ତାହାର କୌଣସି ବି ଅସୁବିଧା ହୁଏ ନାହିଁ । ଯେଉଁମାନେ ଅନ୍ୟକୁ ହଇରାଣ କରନ୍ତି ବା ଅନ୍ୟାୟ କରନ୍ତି ଶନିଦେବ ସେମାନଙ୍କୁ ଦଣ୍ଡ ଦେଇଥାନ୍ତି । ଏମିତିରେ ଶନିଦେବଙ୍କ କୃପା କିଛି ରାଶି ଉପରେ ପଡିଛି ସେଥିପାଇଁ ସେହି ରାଶିମାନଙ୍କର ଜୀବନର ସବୁ ଦୁଖ କଷ୍ଟ ଦୂର ହୋଇଯିବ ।

ଆସନ୍ତୁ ଜାଣିବା ସେହି ରାଶି ଗୁଡିକ କଣ । ଏହି ରାଶିମାନଙ୍କ ଜାତକରେ ପୁରା ୩୩ ବର୍ଷ ପରେ ରାଜଯୋଗ ହେଉଛି । ଏହି ରାଶିର ବ୍ୟକ୍ତିଙ୍କ ଜୀବନରେ ଆର୍ଥିକ ସ୍ଥିତି ବହୁତ ଭଲ ରହିବ । ବହୁତ ବଡ ନିବେଶ କରିପାରିବେ ଯାହା ଦ୍ଵାରା ଆପଣଙ୍କୁ ବହୁତ ଲାଭ ମିଳିବ । ଏଥିପାଇଁ ନିଜ ଅନୁଭବ ଅନୁସାରେ ନିବେଶ କରନ୍ତୁ । ସମୟ ପରିସ୍ଥିତି ଅନୁସାରେ କାର୍ଯ୍ୟ କରନ୍ତୁ । ନିଜ ଧନର ରକ୍ଷା ନିଜେ କରନ୍ତୁ । ତଥା ନିଜ କାର୍ଯ୍ୟ ପ୍ରତି ଯତ୍ନବାନ ରୁହନ୍ତୁ ।

ଆଗକୁ ଆସୁଥିବା ଦିନ ଗୁଡିକ ବହୁତ ଖାସ ନଜର ଆସୁଛି । ଧନ ସହ ଜଡିତ ସବୁ ପ୍ରକାର ନିଷ୍ପତି ବହୁତ ଭାବି ଚିନ୍ତି ନିଅନ୍ତୁ । ଏହି ସମୟରେ ପାରିବାରିକ ଜୀବନରେ ବହୁତ ଖୁସି ଆସିବ । ଜୀବନସାଥିଙ୍କ ସହ ଭଲ ସମ୍ପର୍କ ରହିବ । ଆପଣଙ୍କୁ ଆପଣଙ୍କ କାର୍ଯ୍ୟରେ ମାତା ପିତାଙ୍କ ପୁରା ସମର୍ଥନ ମିଳିବ । ନିଜ ସନ୍ତାନଙ୍କ ସହ ସମୟ ବିତାଇବାରୁ ଆପଣ ଖୁସି ଅନୁଭବ କରିବେ । ଆରାମ କରିବାକୁ ସମୟ ମିଳିବ ।

ଆପଣ ଆପଣଙ୍କ ଜୀବନକୁ ପୁରା ଉପଭୋଗ କରିବାର ସ୍ଥିତି ଉପୁଜିବ । ନିଜ କାର୍ଯ୍ୟ କ୍ଷେତ୍ରରେ ଭଲ ଉନ୍ନତି ହେବାର ସଂକେତ ମିଳୁଛି । ଏହି ରାଶିର ପାରିବାରିକ ପରିବେଶ ଖୁସିରେ ଭରିଯିବ । କୌଣସି କାର୍ଯ୍ୟ ପାଇଁ କରିଥିବା ଯାତ୍ରାରେ ସଫଳତା ମିଳିବ, ଆପଣଙ୍କର ଯେତେ ପ୍ରକାର ପ୍ରେମ ସମ୍ବନ୍ଧୀୟ ସମସ୍ୟା ଥିଲା ତାହାର ସମାଧାନ ହୋଇଯିବ ।

ଯେଉଁ ମାନେ ବିବାହ ଯୋଗ୍ୟ ହୋଇଯାଇଛନ୍ତି ସେମାନଙ୍କର ବିବାହ ହୋଇଯିବ । ଆପଣଙ୍କୁ ଏହି ସମୟରେ କୌଣସି ବଡ ସଫଳତା ବା ଖୁସି ମିଳିବ । ସବୁ କଷ୍ଟରୁ ମୁକ୍ତି ପାଇବେ । ଆପଣଙ୍କୁ ଧନ ଲାଭର ବହୁତ ମାର୍ଗ ମିଳିବ । ଆପଣଙ୍କୁ ଆପଣଙ୍କ ଜୀବନ ସାଥିଙ୍କ ପୁରା ସହଯୋଗ ମିଳିବ ଯାହାଦ୍ୱାରା କି ଆପଣ ନିଜ କର୍ମ କ୍ଷେତ୍ରରେ ସଫଳତା ପାଇବେ । ଆପଣଙ୍କୁ ସେ ସବୁ ପ୍ରକାରର ଖୁସି ମିଳିବ ଯାହାର ଆପଣ ହକଦାର ଅଟନ୍ତି ।

ବ୍ୟବସାୟୀମାନଙ୍କୁ ତାଙ୍କର କୌଣସି ମିତ୍ରଙ୍କ ସହଯୋଗ ମିଳିପାରେ । ଆପଣଙ୍କ ସବୁ ଅଟକିଥିବା କାମ ପୂରଣ ହେବାକୁ ଲାଗିବ । ଯେଉଁ ରାଶୀମାନଙ୍କ ଉପରେ ଶନିଦେବଙ୍କ କୃପା ହେବ ସେହି ରାଶି ଗୁଡିକ ହେଲା ମେଷ ରାଶି, ତୁଳା ରାଶି, ସିଂହ ରାଶି, କୁମ୍ଭ ରାଶି, ଧନୁ ରାଶି, ବିଚ୍ଛା ରାଶି, ଏହି ରାଶି ମାନଙ୍କର ଦିନ ଗୁଡିକ ବହୁତ ଭଲରେ ଯିବ ।

utkalmailtv

Dailyhunt
Disclaimer: This content has not been generated, created or edited by Dailyhunt. Publisher: Utkal Mail TV