Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ମହିଳାମାନେ ନିଜେ ବି ଜାଣି ନ ଥାଆନ୍ତି ନିଜ ବିଷୟରେ ଏହି ୬ଟି ରୋଚକ କଥା, ଜାଣିଲେ ଆପଣ ବି ହୋଇଯିବେ କାବା

ମହିଳାମାନେ ନିଜେ ବି ଜାଣି ନ ଥାଆନ୍ତି ନିଜ ବିଷୟରେ ଏହି ୬ଟି ରୋଚକ କଥା, ଜାଣିଲେ ଆପଣ ବି ହୋଇଯିବେ କାବା

ମିତି କୁହାଯାଇଥାଏ କି, ଝିଅମାନଙ୍କୁ କେହି ବି ବୁଝିପାରନ୍ତି ନାହିଁ। କାହିଁକି ନା, ପୁରୁଷଙ୍କ ତୁଳନାରେ ଏମାନଙ୍କୁ ବହୁତ ଜଟିଳ ବୋଲି କୁହାଯାଏ। ପୁରୁଷ, ମହିଳାଙ୍କ ବିଷୟରେ ଅନେକ କଥା ଜାଣିବାକୁ ଚାହାଁନ୍ତି। କିନ୍ତୁ ସେମାନଙ୍କ ବିଷୟରେ ସବୁ କଥା ଜାଣିବା ଏତେ ବି ସହଜ ହୋଇ ନ ଥାଏ। କିଛି କଥା ଏପରି ଥାଏ, ଯାହାକୁ ଖୋଦ ମହିଳାମାନେ ହିଁ ଜାଣି ନ ଥାନ୍ତି।

ଆଜି ଆମେ ଆପଣଙ୍କୁ ମହିଳାଙ୍କ ସହ ଜଡ଼ିତ କିଛି ରୋଚକ କଥା କହିବାକୁ ଯାଉଛୁ, ଯାହା ବିଷୟରେ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ।

୧. ୮୦ ପ୍ରତିଶତ ମହିଳା ଭୁଲ ସାଇଜର ବ୍ରା ପିନ୍ଧିଥାନ୍ତି। ସବୁ ମହିଳାଙ୍କୁ ଲାଗିଥାଏ କି, ସେମାନେ ବହୁତ ସୁନ୍ଦର ଅଟନ୍ତି। କିନ୍ତୁ ଏହି କଥାକୁ ଅନ୍ୟ ସାମ୍ନାରେ କହିବାର କନଫିଡେନ୍ସ ମାତ୍ର ୨ ପ୍ରତିଶତ ମହିଳାଙ୍କଠାରେ ହିଁ ଥାଏ।

୨. ପୁରୁଷଙ୍କ ତୁଳନାରେ ମହିଳାଙ୍କ ହୃଦୟ ଅଧିକ ବେଗରେ ସ୍ପନ୍ଦନ କରିଥାଏ। ଏହି କାରଣରୁ ମହିଳାଙ୍କଠାରେ ହାର୍ଟ ସମସ୍ୟା ପୁରୁଷଙ୍କ ତୁଳନାରେ ଅଧିକ ଥାଏ।

୩. ପ୍ରତ୍ୟେକ ମହିଳାଙ୍କୁ ମାସିକ ଧର୍ମ ସମସ୍ୟା ଦେଇ ଗତି କରିବାକୁ ପଡ଼ିଥାଏ। କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଜଣେ ମହିଳା ତାଙ୍କ ଜୀବନ କାଳ ଭିତରେ ହାରାହାରି ୪ ବର୍ଷ ପିରିୟଡ ଯନ୍ତ୍ରଣା ସହିଥାଏ।

୪. ପୁରୁଷଙ୍କ ତୁଳନାରେ ମହିଳାମାନେ ଜଲଦି ସ୍ୱାଦ ବାରି ପାରନ୍ତି। ସେମାନେ ଆଖି ବନ୍ଦ କରି ଯେ କୌଣସି ଖାଦ୍ୟ ଜିନିଷକୁ ଥରେ ଚାଖି ବି କହିଦେଇ ପାରିବେ ଏହା କେଉଁ ଜିନିଷ।

୫. ମହିଳାମାନେ ୧ ମିନିଟରେ ୧୯ ଥର ଆଖି ପତା ପକାଉଥିବା ବେଳେ ପୁରୁଷମାନେ ୧ ମିନିଟରେ ୧୧ ଥର ଆଖି ପତା ପକାଇଥାନ୍ତି।

୬. ଯଦି ପଚରାଯିବ କି, ଜଣେ ମହିଳା ଅତି ବେଶୀରେ କେତୋଟି ପିଲା ଜନ୍ମ କରିପାରିବେ, ତା'ହେଲେ ଉତ୍ତର ହେବ ୧୫। କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଯେଉଁ ମହିଳାଙ୍କ ନାଁରେ ସବୁଠୁ ଅଧିକ ଛୁଆ ଜନ୍ମ କରିବାର ରେକର୍ଡ ରହିଛି, ସେ ୬୯ଟି ଛୁଆ ଜନ୍ମ କରିଛନ୍ତି।

utkalmailtv

Dailyhunt
Disclaimer: This content has not been generated, created or edited by Dailyhunt. Publisher: Utkal Mail TV