Dailyhunt
ମେଷ ରାଶିରେ ମଙ୍ଗଲ ଗ୍ରହ ପ୍ରବେଶ ଦ୍ଵାରା ଅନ୍ୟ ରାଶିମାନଙ୍କ ଉପରେ ପଡିବ ଏହି ପ୍ରଭାବ, ଏହି ସବୁ ରାଶିର ଖୋଲିବ ଭାଗ୍ୟ

ମେଷ ରାଶିରେ ମଙ୍ଗଲ ଗ୍ରହ ପ୍ରବେଶ ଦ୍ଵାରା ଅନ୍ୟ ରାଶିମାନଙ୍କ ଉପରେ ପଡିବ ଏହି ପ୍ରଭାବ, ଏହି ସବୁ ରାଶିର ଖୋଲିବ ଭାଗ୍ୟ

ହିନ୍ଦୁ ଧର୍ମ ଅନୁସାରେ କୌଣସି ବି ଶୁଭ କାର୍ଯ୍ୟ କରିବା ପାଇଁ ଜ୍ୟୋତିଷଙ୍କ ଠାରୁ ସଠିକ ସମୟ ଏବଂ ମୁହୂର୍ତ ବାହାର କରାଯାଇଥାଏ । ଜ୍ୟୋତିଷଙ୍କ ଅନୁସାରେ ଗ୍ରହ ଗୁଡିକ ନିରନ୍ତର ନିଜର ଗତି ଏବଂ ରାଶିକୁ ବଦଲାଇ ଥାନ୍ତି । ଗ୍ରହମାନଙ୍କର ଏହି ପ୍ରକାରର ରାଶି ବଦଳାଇବାକୁ ଗୋଚର କୁହାଯାଏ । କହିଦେଉଛୁ ଯେ ମଙ୍ଗଳ ଗ୍ରହରେ ମେଷ ରାଶି ପ୍ରବେଶ କରୁଛନ୍ତି ।

ମଙ୍ଗଳର ଏହି ରାଶି ପରିବର୍ତ୍ତନ ୫ ଫେବ୍ରୁୟାରୀ ରାତି ୧୧ ଟା ବାଜି ୪୭ ମିନିଟରେ ହୋଇଛି । ମେଷ ରାଶିରେ ମଙ୍ଗଳ ଗ୍ରହ ପାଖାପାଖି ୪୫ ଦିନ ପର୍ଯ୍ୟନ୍ତ ରହିବ ।

କହିଦେଉଛୁ ଯେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମଙ୍ଗଳ କୌଣସି ରାଶିରେ ପ୍ରେବଶ କରିଲେ ତାହାର ପ୍ରଭାବ ସବୁ ରାଶି ଉପରେ ପଡିଥାଏ । କହିଦେଉଛୁ ଯେ ମଙ୍ଗଳ ଗୃହ ବହୁତ ଭୟାନକ ହୋଇଥାଏ । ଯେଉଁ କାରଣରୁ ଏହା ଯେଉଁ ରାଶି ମଧ୍ୟରେ ରହିଥାଏ ସେହି ଜାତକ ମଧ୍ୟରେ ଊର୍ଜା, ଆତ୍ମବିଶ୍ଵାସ, ଅହଂକାର, ବିରତା ଏବଂ ସାହାସ ଭଳି ଗୁଣ ଆସିଯାଏ । ତେବେ ଚାଳନ୍ତୁ ଜାଣିବା ମଙ୍ଗଳ ଗ୍ରହ ମେଷ ରାଶିରେ ଗୋଚର କରିବା ଦ୍ଵାରା କେଉଁ ରାଶି ଉପରେ ପଡିବ ପ୍ରଭାବ ।

ମେଷ ରାଶି

କହି ଦେଉଛୁ ଯେ ମେଷ ରାଶିରେ ମଙ୍ଗଳ ଗ୍ରହ ପ୍ରବେଶ କରୁଛି । ଏହା ଦ୍ଵାରା ଏହି ରାଶିମାନଙ୍କୁ ଶୁଭ ଫଳ ମିଳିବ । ଏମାନଙ୍କର ସ୍ୱାସ୍ଥ୍ୟ ଭଲ ରହିବ ଏବଂ ଏହା ସହିତ କ୍ୟାରିୟରରେ ସଫଳତା ମିଳିବାର ନଜର ଆସୁଛି । କିନ୍ତୁ ବାହନ ଚଳାଇବା ସମୟରେ ସାବଧାନ ହୋଇ ଚଳାଇବେ ।

ମିଥୁନ ରାଶି

ଏହି ରାଶିର ଜାତକଧାରିମାନଙ୍କ ପାଇଁ ଏହି ଗୋଚର ଶୁଭ ରହିବ । କହି ଦେଉଛୁଜ ଯେ ଏହି ରାଶିର ଲୋକମାନଙ୍କୁ ଧନ ଲାଭର ଯୋଗ ପ୍ରସ୍ତୁତ ହେଉଛି । ଶତ୍ରୁ ମାନଙ୍କ ଉପରେ ଆପଣ ବିଜୟ ହାସଲ କରି ପାରିବେ । ଏତଦ ବ୍ୟତିତ ଆପଣଙ୍କୁ କ୍ୟାରିୟର କ୍ଷେତ୍ରରେ ଭଲ ପରିଣାମ ମିଳିବ ।

କର୍କଟ ରାଶି

କର୍କଟ ରାଶିର ଲୋକମାନଙ୍କ ପାଇଁ ଏହି ଗୋଚର ଶୁଭ ଅଟେ । ଚାକିରି - ବିଜନେସ ଠାରୁ ଆରମ୍ଭ କରି ଆୟ ଏବଂ ସମ୍ପତି ସବନ୍ଧିତ ସମସ୍ତ ପ୍ରକାରର ମାମଲାରେ ଏମାନଙ୍କୁ ଲାଭ ମିଳିବ । ଏହା ସହିତ ଲୋକମାନଙ୍କ ମଧ୍ୟରେ ମାନ ସମ୍ମାନ ବଢିବ । ଏହା ସହିତ ପ୍ରେମ ସବନ୍ଧର ବି ଯୋଗ ଅଛି ।

ମକର ରାଶି

ମକର ରାଶିଙ୍କ ପାଇଁ ଏହି ଗୋଚର ଶୁଭ ପ୍ରମାଣିତ ହେବ । ଆର୍ଥିକ ଲାଭ ହେବ । ଆୟରେ ବି ବୁଦ୍ଧି ହୋଇ ପାରିବ । ଭାଇ - ଭଉଣୀ ଏବଂ ସାଙ୍ଗମାନଙ୍କର ସହାୟତା ମିଳିବ । ଜୀବନସାଥୀ ଏବଂ ବିଜନେସ ପାର୍ଟନରଙ୍କ ସହିତ ଭଲ ସମ୍ପର୍କ ରଖିବା ଲାଭକାରୀ ରହିବ ।

utkalmailtv

Dailyhunt
Disclaimer: This content has not been generated, created or edited by Dailyhunt. Publisher: Utkal Mail TV