Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଯଦି ଆପଣାଇବେ ଏହି ୫ଟି ଉପାୟ, ତେବେ ଆପଣ ହୋଇଯିବେ ମାଲାମାଲ, ଧନ ବଢ଼ିଯିବ ତିନିଗୁଣ

ଯଦି ଆପଣାଇବେ ଏହି ୫ଟି ଉପାୟ, ତେବେ ଆପଣ ହୋଇଯିବେ ମାଲାମାଲ, ଧନ ବଢ଼ିଯିବ ତିନିଗୁଣ

ଜିର ଆଧୁନିକ ଜୀବନରେ ପ୍ରତ୍ୟେକ ବ୍ୟକ୍ତି ଚାହାଁନ୍ତି, ସେମାନଙ୍କ ପାଖରେ ବହୁତ ଧନ, ସମ୍ପତ୍ତି ଥାଉ ଏବଂ ସୁଖ, ସମୃଦ୍ଧି ବଜାୟ ରହୁ। କିନ୍ତୁ ସମସ୍ତଙ୍କର ଏହି ଇଚ୍ଛା ପୂରଣ ହୋଇପାରି ନ ଥାଏ। ଯଦି ଆପଣ ଚାହୁଁଛନ୍ତି କି, ଆପଣଙ୍କ ଧନ ଦୁଇଗୁଣା, ତିନିଗୁଣା ବୃଦ୍ଧି ପାଉ, ତେବେ ଆପଣାନ୍ତୁ ଏହି ଉପାୟ।

୧. ସବୁବେଳେ ନିଜକୁ ସ୍ୱଚ୍ଛ ଏବଂ ପରିଷ୍କାର ରଖନ୍ତୁ।

ପ୍ରତିଦିନ ପୂଜାପାଠ କରନ୍ତୁ। ଯାହା ମିଳିଛି ସେଥିପାଇଁ ଭଗବାନଙ୍କୁ ଧନ୍ୟବାଦ ଦିଅନ୍ତୁ ଏବଂ ଆହୁରି ବିଶ୍ୱାସ ରଖି କିଛି ନୂଆ ମାଗନ୍ତୁ। ଏହାକୁ ଶ୍ରଦ୍ଧା ଏବଂ ଧୌର୍ଯ୍ୟର ସହିତ ଅପେକ୍ଷା କରନ୍ତୁ।

୨. ଚାନ୍ଦି ପାତ୍ରରେ ପାଣି ପିଅନ୍ତୁ। ଯଦି ଘରେ ଏହା ନାହିଁ, ତେବେ ଗ୍ଲାସରେ ପାଣି ଭରି ସେଥିରେ ଚାନ୍ଦିମୁଦି ପକାଇ ପିଅନ୍ତୁ।

୩. ଏହା ବହୁତ କମ ଲୋକ ଜାଣନ୍ତି କି, ଭଗବାନ ଶିବଙ୍କୁ ପାଣି ମଧ୍ୟ ଅର୍ପଣ କରାଯାଇଥାଏ। ଶ୍ରାବଣ ମାସରେ ଜଳଲାଗି କରନ୍ତୁ। ସବୁ ମନସ୍କାମନା ପୂରଣ ହୋଇଯିବ।

୪. ଘରର ଆଲମିରାରେ ୧୦ ଟଙ୍କିଆ ନୋଟ ପାଖାପାଖି ୧୦୦ରୁ ଅଧିକ ରଖନ୍ତୁ। ଏହାସହିତ କିଛି କଏନ ମଧ୍ୟ ରଖନ୍ତୁ। ଏପରି କରି ନିଜକୁ ସବୁବେଳେ ଧନବାନ ବୋଲି ମନେ କରନ୍ତୁ। ଯେଉଁ ଲୋକ ନିଜକୁ ସବୁବେଳେ ଦରିଦ୍ର ମାନିଥାଏ, ଦାରିଦ୍ର୍ୟତା ତା' ପିଛା ଛାଡ଼େନାହିଁ।

୫. ଯେଉଁଠି ଆପଣ ନିଜ ପଇସା ରଖୁଛନ୍ତି, ସେଠି ପଇସା ସହିତ ଏକ ଚାନ୍ଦି କଏନ, ଲକ୍ଷ୍ମୀ ଓ ଗଣେଶଙ୍କ ଛବି ଥିବା ଏକ ପାନ ପତ୍ର, ଏକ ଗୁଆ, ଏକ ଲବଙ୍ଗ ଏବଂ ଏକ ଗୁଜୁରାତି ରଖନ୍ତୁ। ଘରେ ତୁଳସୀ ଗଛ ଲଗାନ୍ତୁ ଏବଂ ପ୍ରତିଦିନ ପୂଜା କରନ୍ତୁ।

utkalmailtv

Dailyhunt
Disclaimer: This content has not been generated, created or edited by Dailyhunt. Publisher: Utkal Mail TV