Dailyhunt
ଚାକିରି ଦେବା ନାଁରେ ୩୦ରୁ ଊର୍ଦ୍ଧ୍ବଙ୍କୁ ଠକେଇ; ୫ ଗିରଫ

ଚାକିରି ଦେବା ନାଁରେ ୩୦ରୁ ଊର୍ଦ୍ଧ୍ବଙ୍କୁ ଠକେଇ; ୫ ଗିରଫ

The UTKAL PRAHARI 3 weeks ago

ଗତସିଂହପୁର-: ଚାକିରି ନାଁରେ ଚୂନ । ଅଭିଯୋଗ ପରେ 5ଜଣଙ୍କୁ ଗିରଫ କଲା ପୋଲିସ । ମଲ୍ଟି ଲେବଲ୍‌ ମାର୍କେଟ୍‌ ସ୍କିମ୍‌ ଜରିଆରେ ଠକେଇ କରୁଥିଲେ ।

ଚାକିରି ଦେବା ନାଁରେ ୩୦ରୁ ଊର୍ଦ୍ଧ୍ବଙ୍କୁ ଠକେଇ ଅଭିଯୋଗ ଆସିବା ପରେ ୫ଜଣଙ୍କୁ ଗିରଫ କରିଛି ପୋଲିସ । ମାଷ୍ଟରମାଇଣ୍ଡ୍‌ ଏରସମା କୁଞ୍ଜ କୋଠିର ମଦନ ଘଡ଼େଇ ସମେତ ୫ ଜଣଙ୍କୁ ଗିରଫ କରିଛି ପୋଲିସ ।

ଜଗତସିଂହପୁର ସଦର ଥାନା ହାଟବଜାର ନିକଟ ଏକ ଘରୁ ୩୦ ଯୁବକ ଉଦ୍ଧାର ହୋଇଛନ୍ତି ।

ଅଧିକାଂଶ ଯୁବକ ରାଜ୍ୟ ବାହାରର । ଚାକିରି ପାଇଁ ଯୁବକମାନେ ୨୦ ହଜାର ଲେଖାଏଁ ଦେଇଥିବା ଏସ୍‌ପି ସୂଚନା ଦେଇଛନ୍ତି । ମଲ୍ଟି ଲେବଲ୍‌ ମାର୍କେଟ୍‌ ସ୍କିମ୍‌ ଜରିଆରେ ଠକେଇ କରୁଥିଲେ ବୋଲି ଏସ୍‌ପି କହିଛନ୍ତି ।

Tags5 arrestedARRESTEDjagatsinghpurthakei

Dailyhunt
Disclaimer: This content has not been generated, created or edited by Dailyhunt. Publisher: Utkal Prahari