Dailyhunt
ଇଣ୍ଡୋନେସିଆରେ ଶକ୍ତିଶାଳୀ ଭୂକମ୍ପ ଝଟ୍‌କା ଅନୁଭୂତ

ଇଣ୍ଡୋନେସିଆରେ ଶକ୍ତିଶାଳୀ ଭୂକମ୍ପ ଝଟ୍‌କା ଅନୁଭୂତ

The UTKAL PRAHARI 3 weeks ago

ଣ୍ଡୋନେସିଆରେ ଗୁରୁବାର ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ସକାଳେ ଇଣ୍ଡୋନେସିଆର ଉତ୍ତର ମାଲୁକୁ ପ୍ରଦେଶରେ ଏହି ଶକ୍ତିଶାଳୀ ଭୂମିକମ୍ପ ଅନୁଭୂତ ହୋଇଥିବା ବେଳେ ରିକ୍ଟର ସ୍କେଲରେ ଏହାର ତୀବ୍ରତା ୭.୪ ଥିଲା। ଯୁକ୍ତରାଷ୍ଟ୍ର ଭୂତତ୍ତ୍ୱ ସର୍ବେକ୍ଷଣ ଅନୁଯାୟୀ, ଭୂକମ୍ପର କେନ୍ଦ୍ରସ୍ଥଳ ଟେର୍ନେଟ୍ ନିକଟସ୍ଥ ଉତ୍ତର ମାଲୁକୁ ସାଗରରେ ଥିଲା ଏବଂ ଏହାର ଶକ୍ତିଶାଳୀ ତରଙ୍ଗ ପୃଥିବୀ ପୃଷ୍ଠ ତଳେ ୧୦ କିଲୋମିଟର ଗଭୀରତାରୁ ଉତ୍ପନ୍ନ ହୋଇଥିଲା।

Tags7.4 ricter scaleearthquakeindonesia

Dailyhunt
Disclaimer: This content has not been generated, created or edited by Dailyhunt. Publisher: Utkal Prahari