Dailyhunt
କୋଲକାତାରେ ଆଜି ନିର୍ବାଚନ ବିଜୟ ଉତ୍ସବ ମନା

କୋଲକାତାରେ ଆଜି ନିର୍ବାଚନ ବିଜୟ ଉତ୍ସବ ମନା

The UTKAL PRAHARI 2 weeks ago

କୋଲକାତା, 4 ଏପ୍ରିଲ-କୋଲକାତାରେ ଆଜି ନିର୍ବାଚନ ବିଜୟ ଉତ୍ସବ ମନା । ଏନେଇ ସୂଚନା ଜାରି କରିଛି କୋଲକାତା ପୋଲିସ ।

ଗଣତି ରାତି ପର୍ଯ୍ୟନ୍ତ ଚାଲିବାକୁ ଥିବାରୁ ବିଜୟ ରାଲି ମନା କରାଯାଇଛି । ଆସନ୍ତାକାଲି ପୋଲିସ ଅନୁମତି ନେଇ କରିପାରିବେ ବିଜୟ ଉତ୍ସବ ।

ଅନ୍ୟପଟେ ପଶ୍ଚିମବଙ୍ଗରେ 'ଦିଦି' ସରକାରର ପତନ । ଗାଦିଚ୍ୟୁତ ହେଲା କ୍ଷମତାସୀନ TMC ।

ରାଜ୍ୟରେ ପ୍ରଥମ କରି ସରକାର ଗଢ଼ିବ ବିଜେପି । ପାଖାପାଖି ୨୦୦ ଆସନରେ ଆଗୁଆ ରହିଛି ବିଜେପି । କେବଳ ବିଧିବଦ୍ଧ ରେଜଲ୍ଟ ଘୋଷଣାକୁ ଅପେକ୍ଷା ରହିଛି । ପଶ୍ଚିମବଙ୍ଗରେ ବିଜେପି ଶିବିରରେ ବିଜୟ ଉତ୍ସବ ।

Tagsbannedkolkatamamata banrjeetodayvijaya utsav

Dailyhunt
Disclaimer: This content has not been generated, created or edited by Dailyhunt. Publisher: Utkal Prahari