Dailyhunt
ଏକାଡେମିକ୍ ସ୍କୁଲରେ ନୂତନ ଅଧ୍ୟକ୍ଷ

ଏକାଡେମିକ୍ ସ୍କୁଲରେ ନୂତନ ଅଧ୍ୟକ୍ଷ

ନ୍ତ,(ଚାନ୍ଦିନୀ ମହାନ୍ତି): ଭଦ୍ରକ ଜିଲ୍ଲା ଗଣିଜାଙ୍ଗସ୍ଥିତ ଏକାଡେମିକ୍ ଇଂଟର ନ୍ୟାସନାଲ୍ ସ୍କୁଲରେ ନୂତନ ଅଧ୍ୟକ୍ଷ ଭାବେ ଗୌରାଙ୍ଗ ଚରଣ ନାୟକ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଶ୍ରୀ ନାୟକ ହାଟଡିହି କଲେଜରୁ ଅବସର ନେବା ପରେ ଜିଲ୍ଲାର ଏହି ଅଗ୍ରଣୀ ଶିକ୍ଷାନୁଷ୍ଠାନରେ କାର୍ଯ୍ୟଭାର ଗ୍ରହଣ ପୂର୍ବକ ଶୈକ୍ଷିକ ବାତାବରଣକୁ ସର୍ବାଗ୍ରେ ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି ।

ଗତ ୨ ତାରିଖ ଶ୍ରୀ ନାୟକ ନାରାୟଣ ଚନ୍ଦ୍ର ପତି ଏଜୁକେସନାଲ୍ ଟ୍ରଷ୍ଟର ଚେୟାରମ୍ୟାନ୍ ଦୈତାରୀ ଚରଣ ପତିଙ୍କ ଠାରୁ ଦାୟିତ୍ୱ ନେଇଛନ୍ତି । ଉକ୍ତ ବିଦ୍ୟାଳୟକୁ ବିଭିନ୍ନ କ୍ଷେତ୍ରରେ ଅଗ୍ରଣୀ ଶିକ୍ଷାନୁଷ୍ଠାନର ମାନ୍ୟତା ନେଇ କାର୍ଯ୍ୟ କରିବେ ବୋଲି ସେ କହିଥିବା ବେଳେ ଏଥିପାଇଁ ଶିକ୍ଷକ, ଶିକ୍ଷିକା,କର୍ମଚାରୀ ଓ ପରିଚାଳନା କମିଟିର ସଭ୍ୟ ସଭ୍ୟାଙ୍କ ସହଯୋଗ ଲୋଡୁଛନ୍ତି । କାର୍ଯ୍ୟଭାର ଗ୍ରହଣ ବେଳେ ପୂର୍ବତ

Dailyhunt
Disclaimer: This content has not been generated, created or edited by Dailyhunt. Publisher: Yugabdha