Dailyhunt Logo
  • Light mode
    Follow system
    Dark mode
    • Play Story
    • App Story
ଜଳ ଛତ୍ର ଉଦଘାଟିତ

ଜଳ ଛତ୍ର ଉଦଘାଟିତ

ତ୍ରପୁର,(ଓ୍ବାଇଏନଏସ) : ଗ୍ରୀଷ୍ମ ପ୍ରଭାହ କୁ ଆଖି ଆଗରେ ରଖି ଚମାଖଣ୍ଡି ଥାନା ତରଫରୁ ଜାତୀୟ ରାଜପଥ ନିକଟରେ ଏକ ଜଳଛତ୍ର ଖୋଲା ଯାଇଛି | ଥାନା ଅଧିକାରିଣୀ ଶ୍ରଦ୍ଧାଞ୍ଜଳି ସୁବୁଦ୍ଧି ଆଜି ଏହି ଜଳଛତ୍ର କୁ ଉଦଘାଟନ କରିଥିବା ବେଳେ | ରାସ୍ତାରେ ଯାଉଥିବା ସମସ୍ତ ଡ୍ରାଇଭର, ବାଟୋଇ ଏଠାରେ ଥଣ୍ଡା ପାନୀୟ ଜଳ ସେବନ କରି ନିଜର ତୃଷ୍ଠା ମେଣ୍ଟାଈ ପାରିବେ ବୋଲି କହିଛନ୍ତି | ଏହି କାର୍ଯ୍ୟକ୍ରମ ରେ ଥାନାର ସମସ୍ତ କର୍ମଚାରୀ ଉପସ୍ଥିତ ରହିଥିବା ବେଳେ | ଆଗାମୀ ଦିନରେ ଥାନା ତରଫରୁ ବିଭିନ୍ନ ଛକରେ ଜଳଛତ୍ର ଖୋଲାଯିବ ବୋଲି ସୂଚନା ମିଳିଛି |

Dailyhunt
Disclaimer: This content has not been generated, created or edited by Dailyhunt. Publisher: Yugabdha