କନ୍ଧମାଳର ସର୍ବାଙ୍ଗୀନ ବିକାଶ ପାଇଁ 'ଜେନ୍-ଜି କନ୍ଧମାଳ ଜନ ସେବା ବାହିନୀ'ର ଶୁଭାରମ୍ଭ; ମହାସିଙ୍ଗ ଠାରେ ପ୍ରଥମ ଅଧିବେଶନ ସହ ନୂତନ ଜିଲ୍ଲା କମିଟି ଓ ଆଇ.ଟି. ସେଲ୍ ଗଠିତ
Share this article:କନ୍ଧମାଳ, ୧୮/୦୯: କନ୍ଧମାଳ ଜିଲ୍ଲାର ପ୍ରତ୍ୟେକ କୋଣଅନୁକୋଣ, ପଲ୍ଲୀରୁ ନେଇ ଜିଲ୍ଲା ସ୍ତର ପର୍ଯ୍ୟନ୍ତ ବିକାଶ ଓ ଉନ୍ନତିର ଏକ ନୂତନ ଯୁଗାରମ୍ଭ କରିବା ଲକ୍ଷ୍ୟରେ "ଜେନ୍-ଜି କନ୍ଧମାଳ ଜନ ସେବା ବାହିନୀ" ପକ୍ଷରୁ ପ୍ରଥମ ଅଧିବେଶନ ମହାସିଙ୍ଗ ସ୍ଥିତ ପଥପ୍ରାନ୍ତଠାରେ ଅତ୍ୟନ୍ତ ଉତ୍ସାହଜନକ ଓ ଗାମ୍ଭୀର୍ଯ୍ୟପୂର୍ଣ୍ଣ ପରିବେଶ ମଧ୍ୟରେ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।
Yuva Samay
• 3hr ago

