Dailyhunt Logo
  • Light mode
    Follow system
    Dark mode
    • Play Story
    • App Story

କେନ୍ଦ୍ରମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଧର୍ମେନ୍ଦ୍ର ପ୍ରଧାନ

Yuva Samay 17 hrs ago

Share this article:

ନୂଆଦିଲ୍ଲୀ: ଦିଲ୍ଲୀର ଜନ୍ତରମନ୍ତରଠାରେ 'ସିଜେପି' (CJP) ର ପ୍ରତିବାଦ ଓ ଆନ୍ଦୋଳନ ମଧ୍ୟରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ପଦରୁ ଇସ୍ତଫା ଦେଇଛନ୍ତି।

ଏକ୍ସ (X) ରେ ପୋଷ୍ଟ କରି ସେ କହିଛନ୍ତି, "ଜନ୍ତରମନ୍ତର ଏବଂ ସମଗ୍ର ଦେଶରେ ସୃଷ୍ଟି ହୋଇଥିବା ପରିସ୍ଥିତିର ଯେପରି କୌଣସିେ ଆଣ୍ଟି-ନ୍ୟାସନାଲ୍ ବା ଦେଶବିରୋଧୀ ଶକ୍ତିମାନେ ଫାଇଦା ନାଁ ଉଠାନ୍ତି, ଦେଶ ଯେପରି ଏକାଠି ରହେ, ଭାରତୀୟ ଛାତ୍ରଛାତ୍ରୀମାନେ ଯେପରି ଆଇନଗତ ଜଟିଳତାରେ ନପଡି ନିଜର ପାଠପଢ଼ା ଏବଂ କ୍ୟାରିୟର ଉପରେ ଧ୍ୟାନ ଦିଅନ୍ତି, ସେଥିପାଇଁ ମୁଁ ପ୍ରଧାନମନ୍ତ୍ରୀଙ୍କ ନିକଟରେ ମୋର ଇସ୍ତଫାପତ୍ର ଦାଖଲ କରିଛି।"

ଏହି ଘଟଣାର ପ୍ରତିକ୍ରିୟାରେ 'ସିଜେପି' ପକ୍ଷରୁ ଏକ୍ସରେ କୁହାଯାଇଛି ଯେ ଶିକ୍ଷାମନ୍ତ୍ରୀ ତାଙ୍କର ଇସ୍ତଫା ଦେଇସାରିଛନ୍ତି। ଏହା ସହିତ ସେମାନେ "ଛାତ୍ର ଶକ୍ତି ଜିନ୍ଦାବାଦ" ବୋଲି ମତ ପ୍ରକାଶ କରିଛନ୍ତି।


About the Author

Author


Post navigation
Previous: ବିଦ୍ୟା ରତନ ଶର୍ମା ଜିନ୍ଦଲ ଷ୍ଟିଲ୍‌ର ନୂତନ ପରିଚାଳନା ନିର୍ଦ୍ଦେଶକ: କମ୍ପାନୀ ବୋର୍ଡ ଦ୍ୱାରା ଅନେକ ଗୁରୁତ୍ୱପୂର୍ଣ୍ଣ ନେତୃତ୍ୱ ନିଯୁକ୍ତି ଘୋଷଣାNext: ସ୍କୁଲ ଶିକ୍ଷା ଓ ସାକ୍ଷରତା ବିଭାଗର ନୂଆ ସଚିବ ହେଲେ ଆଇଏଏସ୍ ଅନିଲ କୁମାର

Dailyhunt
Disclaimer: This content has not been generated, created or edited by Dailyhunt. Publisher: Yuva Samay