Rj Odia

@rjodia
9.8K Followers.7 Following

I am a writer and storyteller. ନମସ୍କାର ଫ୍ରେଣ୍ଡ RJ ODIA ଆମର ଏହି ଚ୍ୟାନେଲକୁ ଆପଣଙ୍କୁ ହାର୍ଦ୍ଧିକ ସ୍ଵାଗତ । କ୍ଷମା ବହୁତ ଭାଗ୍ୟବାନ ଅଟେ ଯାହାକୁ ପାଇଲା ପରେ ଲୋକମାନେ ନିଜ ଲୋକଙ୍କୁ ମନେ ପକାନ୍ତି। କ୍ଷମା ଯିଏ କରିପାରେ ତାର ହୃଦୟଟି ନିଶ୍ଚୟ ବଡ଼ ହୋଇଥାଏ । କାହିଁକିନା ଛୋଟ ହୃଦୟ ଥିଲା ବାଲା କେବେ କ୍ଷମା କରିପାରନ୍ତିନି । ସେମାନେ ମନରେ ସବୁବେଳେ ରାଗ ରଖିଥାନ୍ତି। କେତେ ବେଳେ ସୁଯୋଗ ଆସିଲେ ସେମାନେ ତାର ପ୍ରତିସୋଧ ନେବାକୁ ପଛାନ୍ତିନି ।