ତ୍ରିପୁରା ଓ କେରଳ ପଛକୁ ଓଡିଶା ତୃତୀୟ ସ୍ଥାନରେ ରହିଛିବର୍ତ୍ତମାନର ବିଜେପି ସରକାରଙ୍କ ସମୟରେ ବିକାଶ ଠପ୍ ହୋଇଛି
ନବୀନ ପଟ୍ଟନାୟକଙ୍କ ସମୟରେ ପ୍ରଦାନ କରାଯାଇଥିବା ଅର୍ଥ ଅନେକ ପଞ୍ଚାୟତରେ ଏବେବି ଖର୍ଚ୍ଚ ନ ହୋଇ ପଡ଼ିରହିଛି
ଭୁବନେଶ୍ୱର: କେନ୍ଦ୍ର ସରକାରଙ୍କର ପଞ୍ଚାୟତିରାଜ ମନ୍ତ୍ରଣାଳୟ ତରଫରୁ ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ଜାରି କରାଯାଇଥିବା ପଞ୍ଚାୟତ ପ୍ରଗତି ସୂଚକାଙ୍କ ରିପୋର୍ଟରେ ଗଞ୍ଜାମ ଜିଲ୍ଲାର ହିଞ୍ଜିଳି ବ୍ଲକ ଅଧୀନସ୍ଥ ପୋଚିଲିମା ରାଜ୍ୟର ଶ୍ରେଷ୍ଠ ଗ୍ରାମପଞ୍ଚାୟତ ମାନ୍ୟତା ପାଇଥିବା ବେଳେ ଏହା ଦେଶର ତୃତୀୟ ଶ୍ରେଷ୍ଠ ପଞ୍ଚାୟତ ଭାବେ ମାନ୍ୟତା ପାଇଛି ।

